ମାଛ ଆମ୍ବିଳ
Ingredients
ଆବଶ୍ୟକ ସାମଗ୍ରୀ
1. 1kg. Fish /ମାଛ ( Rohu / Buffalo / Catfish)
2. Onion ପିଆଜ (କଟାହୋଇଥିବା) – 1
3. Tomatoes (ଟମାଟୋ)- 2 Big
4. Garlic paste(ରସୁଣ ବଟା)- 2 tsp
5. Ginger paste (ଅଦା ବଟା)- 2 tsp
6. Turmeric powder(ହଳଦୀ ଗୁଣ୍ଡ) – 1/2 tsp
7. Red chilli powder(ଲଙ୍କା ଗୁଣ୍ଡ) – 1/2 tsp
8. Green chilli (ଭଲ ବଡ କଞ୍ଚା ଲଙ୍କା)- 1
9. lemon juice(ଲେମ୍ବୁ ରସ) – 1/2
10. Cumin seeds(ଜିରା) – 2 tsp
11. Poppy seeds(ପୋସ୍ତ) – 2 tsp
12. Tamarind paste(ତେନ୍ତୁଳି ବଟା) – 3/4 tsp
13. Molasses (ଗୁଡ) – 150 gms
14. Mustard Oil(ସୋରିଷ ତେଲ) (for better taste)
15. Panch Phutana (ପଞ୍ଚ ଫୁଟଣ)
16. sugar(ଚିନି) – 1/2 tsp
17. Salt(ଲୁଣ) – To taste
18. Garam Masala Powder(ଗରମ ମସଲା ଗୁଣ୍ଡ)- 1/2 tsp
19. Coriander leaves (ଧନିଆ ପତ୍ର) – To garnish
Procedure
ପ୍ରସ୍ତୁତି ପ୍ରଣାଳୀ :
1. Cut the fish into pieces and clean it. Add lemon juice, salt, turmeric powder & red chili powder and keep it for 15 minutes.
(ମାଛକୁ କାଟନ୍ତୁ ଓ ଭଲଭାବରେ ସଫା କରନ୍ତୁI ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ ମିସାନ୍ତୁ ଓ ୧୫ ମିନିଟ୍ ରଖିଦିଅନ୍ତୁI)
2. Take a frying pan on high heat and put some oil. When the oil becomes hot put the fish pieces. Fry until it’s 3/4 done & take them out.
(ଗୋଟିଏ କରେଇରେ ଅଳ୍ପ ସୋରିଷ ତେଲ ନିଅନ୍ତୁ ଏବଂ ତେଲ ଗରମ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ସେହି ମାଛ ପକାଇ ଅଳ୍ପ ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ I)
3. Soak the tamarind paste in water. Boil the two big plump tomatoes & blend them to a fine puree.
(ତେନ୍ତୁଳି ବଟାକୁ ପାଣିରେ ଭିଜାନ୍ତୁ I ଦୁଇଟି ବଡ ଟମଟୋକୁ ସିଝାନ୍ତୁ ଓ ଭଲଭାବରେ ବାଟି ନିଅନ୍ତୁ)
5. Mix the tamarind water with the tomato puree. Add some water, turmeric powder, chili powder, molasses (guda), sugar, salt to that puree and put the mixture in a pan on medium heat for 10 minutes. Mixture should be of very light.
(ତେନ୍ତୁଳି ବଟାକୁ ଟମଟୋବଟା ରେ ମିସାନ୍ତୁ I ସେଥିରେ ଅଳ୍ପ ପାଣି, ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଗୁଡ, ଲୁଣ, ଚିନି ମିସାନ୍ତୁ ଓ ୧૦ ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚ ରେ ସିଝାନ୍ତୁ)
6. In a hot pan add little mustard oil on medium heat and put panch phutana in it. When it starts crackling add the tomato and prepared mixture.
(ଏବେ ଗୋଟିଏ ଗରମ ପାତ୍ର ରେ ସୋରିଷ ତେଲ ପକାଇ ଫୁଟଣ ପକାନ୍ତୁ I ଫୁଟଣ ଫୁଟିଲେ ପ୍ରସ୍ତୁତ ହୋଇଥିବା ମିଶ୍ରଣ କୁ ସେଥିରେ ପକାନ୍ତୁ )
7. Make a paste out of onion, green chili, cumin seeds, poppy seeds with little water. Add the ginger-garlic paste to that.
(ପିଆଜ ,କଞ୍ଚା ଲଙ୍କା ,ଜିରା ,ପୋସ୍ତ କୁ ମିସାଇ ଭଲ ଭାବରେ ବାଟି ନିଅନ୍ତୁ I ସେଥିରେ ବଟା ହୋଇଥିବା ଅଦା ରସୁଣ କୁ ମିସାନ୍ତୁ I )
8. In another pan take some mustard oil on medium heat and when the oil becomes hot add the masala paste. Add pinch of turmeric and chili powder. Fry until oil separate from the masala. Then add the tomato tamarind mixture to that.
Let it simmer for 5/6 mins.
(ଅନ୍ୟ ଏକ ପାତ୍ର ରେ ସୋରିଷ ତେଲ ଗରମ କରି ପ୍ରସ୍ତୁତ ହୋଇଥିବା ମସଲା କୁ ମସଲାରୁ ତେଲ ନ ବାହାରିବା ପର୍ଯ୍ୟନ୍ତ କସନ୍ତୁ I ଏବେ ସେଥିରେ ପୁର୍ବରୁ ପ୍ରସ୍ତୁତ ହୋଇଥିବା ତେନ୍ତୁଳି-ଟମଟୋ ବଟା କୁ ମିସାନ୍ତୁ ଓ ୫ ମିନିଟ୍ ସିଝାନ୍ତୁ)
9. Then add the fried fish and cook until the fish is prepared well.
(ଏବେ ସେଥିରେ ପୁର୍ବରୁ ଭଜା ହୋଇଥିବା ମାଛକୁ ଓ ମାଛ ସିଝିବା ପର୍ଯ୍ୟନ୍ତ ଫୁଟାନ୍ତୁ I )
10. Add garam masala, garnish with coriander leaves and serve.
(ଏବେ ଗରମ ମସଲା ପକାନ୍ତୁ ଓ ଧନିଆ ପତ୍ର ରେ ସଜାଇ ପରସନ୍ତୁ )

For more odia recipe please visit moodisha
Send your recipe with photos to us at moodisha.in@gmail.com and like us at https://www.facebook.com/Moodishaa/